ନୂଆପଡ଼ା ଖଡ଼ିଆଳରେ କାଳବୈଶାଖୀ, ପବନ ଓ ବର୍ଷା ସହ ବର୍ଷିଲା କୁଆପଥର

ନୂଆପଡ଼ା (କେ ନ୍ୟୁଜ୍‌) : ଆଜି ଅପରାହ୍ନ ୩ଟାରେ ନୂଆପଡା ଜିଲ୍ଲା ଖଡିଆଳ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ପ୍ରବଳ କୁଆପଥର ମାଡ ସାଂଗକୁ ଝଡବର୍ଷା ହୋଇଥିଲା । କୁଆପଥର ବର୍ଷାରେ ଚାରିଆଡ଼େ ଧଳା ବରଫର ଚାଦର ବିଛାଇ ହେଲା ଭଳି ଲାଗୁଥିଲା ।

HAIL STORM-2

ତେବେ ଏହି କାଳବୈଶାଖୀରେ ଅନେକ ଗଛ ଉପୁଡି ପଡିଥିବା ବେଳେ ବିଦ୍ୟୁତ ସରବରାହ ସଂପୂର୍ଣ ବନ୍ଦ ରହିଛି । ସେହିଭଳି କୁଆପଥର ମାଡରେ ଚାଷୀଙ୍କ ରବିଧାନ ଫସଲ ଓ ପନିପରିବା ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଥିବା ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.