କଟକରେ ଲଗାଣ ବର୍ଷା ଜାରି: ସ୍ଥିତି ଅନୁଧ୍ୟାନ କଲେ ମେୟର ଓ ସିଏମସି କମିଶନର

କଟକ(କେନ୍ୟୁଜ୍): କଟକର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । ଆଜି କଟକ ମେୟର, ସିଏମସି କମିଶନର, ସିଏମସି ଅଧିକାରୀ, ଜାଇକା ଅଧିକାରୀ ଓ କର୍ପୋରେଟର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସହର ଭିତରେ କେଉଁଠି ଜଳବନ୍ଦୀ ସମସ୍ୟା ଉପୁଜି ନାହିଁ । ୨୫୦ରୁ ଉର୍ଦ୍ଧ୍ୱ ପମ୍ପ ସେଟ୍‌, ଭୋଲ୍‌ ପମ୍ପ ଆଦି ବିଭିନ୍ନ ସ୍ଥାନରେ ଳଗାଯାଇଛି। ତେବେ କଟକର ସହରର କିଭଳି ସ୍ଥିତି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.