ଆସନ୍ତାକାଲିଠାରୁ ଗ୍ରୀଷ୍ମ ଲହରୀ, ୭ତାରିଖ ପରଠାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା
ଭୁବନେଶ୍ୱର(କେନ୍ୟୁଜ୍): ଅସହ୍ୟ ଖରା । କଲବଲ କରୁଛି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରୁ ଟାଇଁଟାଇଁ ଖରା । ଆଗାମୀ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟକୁ ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ଓ ତତଲା ବାୟୁ ପ୍ରବାହିତ ହେଉଛି । ଏହା ସହ ସୂର୍ଯ୍ୟଙ୍କ…