Below header

ରାସ୍ତା ଉପରେ ଜଳିଗଲା ଚଳନ୍ତା ଲୁହାପଥର ବୋଝେଇ ହାଇଓ୍ବା, କାରଣ ଅସ୍ପଷ୍ଟ

୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଜଳିଗଲା ଚଳନ୍ତା ଲୁହାପଥର ବୋଝେଇ ହାଇଓ୍ବା । କୋଇଡା ଖଣି ଅଞ୍ଚଳରୁ ଲୁହାପଥର ବୋଝେଇ କରି ରାଉରକେଲା ଆଡ଼କୁ ଆସୁଥିବା ବେଳେ ଲାଠିକଟା ନିକଟ ଜାତୀୟ ରାଜପଥରେ ଗାଡିରେ ହତାଠ୍ ନିଆଁ ଲାଗିଯାଇଥିଲା।

ରାଉରକେଲା (କେନ୍ୟୁଜ): ହୁତୁ ହୁତୁ ହୋଇ ଜଳିଗଲା ହାଇୱା। ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଜଳିଗଲା ଚଳନ୍ତା ଲୁହାପଥର ବୋଝେଇ ହାଇଓ୍ବା । କୋଇଡା ଖଣି ଅଞ୍ଚଳରୁ ଲୁହାପଥର ବୋଝେଇ କରି ରାଉରକେଲା ଆଡ଼କୁ ଆସୁଥିବା ବେଳେ ଲାଠିକଟା ନିକଟ ଜାତୀୟ ରାଜପଥରେ ଗାଡିରେ ହତାଠ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦେଖି ଡ୍ରାଇଭର ଗାଡ଼ିରୁ ଡେଇଁ ପଡିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.