ଟ୍ବିଇନସିଟି ରାସ୍ତାରେ ଗାତ, ଭୁବନେଶ୍ୱର ପରେ କଟକରେ ଦବିଗଲା ରାସ୍ତା

କଟକ(କେନ୍ଯୁଜ୍) : ବିରାଟ ଗାତ ସୃଷ୍ଟି ହୋଇଛି ସିଲଭର ସିଟି ରାସ୍ତାରେ। ଏହି ଦୃଶ୍ୟ ସିଡିଏ ୯ ନମ୍ବର ଅଞ୍ଚଳର । ଆଜି ହଠାତ୍‌ ଏହି ରାସ୍ତାଟି ଦବି ଯାଇଥିଲା । ବର୍ଷା ଦିନେ ଅକସ୍ମାତ ରାସ୍ତା ଦବିଯିବା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଲୋକ । ନିମ୍ନକାମର କାମ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ଭୁବନେଶ୍ୱର ନିକୋ ପାର୍କ ରାସ୍ତାରେ ୫ ଫୁଟର ଗାତ ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.