ନିର୍ବାଚନ ପୂର୍ବରୁ ମାଲକାନଗିରି ପୋଲିସକୁ ସଫଳତା: ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି(ବ୍ୟୁରୋ):ନିର୍ବାଚନର ଦୁଇ ଦିନ ପୂର୍ବରୁ ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ନିର୍ବାଚନ ପୂର୍ବରୁ ପୋଲିସକୁ ସଫଳତା ମିଳିଛି । ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ନାଦମାନଜେରୀ ଜଙ୍ଗଲରୁ ଏସଓଜି ଓ ଡିଭିଏଫ ତଥା ବିଏସଏଫ ପକ୍ଷରୁ ମିଳିତ ଅପରେସନ କରାଯାଇ ମାଓ ସାମଗ୍ରୀ ଜବତ ହୋଇଛି ।

ପୋଲିସକୁ ଟାର୍ଗେଟ କରି ମାଓବାଦୀମାନେ ଏହି ସାମଗ୍ରୀ ପୋତିଥିବା ଜଣାପଡ଼ିଛି । ପୋଲିସ ଟିମ୍‌ ଯନ୍ତ୍ରୀ ଅଞ୍ଚଳରେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରାଇବା ପାଇଁ ଅପରେସନ୍‌କୁ ଯାଇଥିବା ବେଳେ ସୂଚନା ପାଇଁ ସୁରକ୍ଷାକର୍ମୀ ଏସବୁ ସାମଗ୍ରୀ ଜବତ କରିଛି । ସ୍ଥାନୀୟ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.