କଣ୍ଟାବାଞ୍ଜି: ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା

ଏକ ଟ୍ରକ ଧକ୍କାରେ ବାଇକରେ ଆରୋହୀ ସ୍ୱାମୀ ଓ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ। ମୃତକ ସ୍ୱାମୀ ହେଲେ ଗଏନ୍ଦିମାଲ ଗାଁରେ ଅଶୋକ ମାଝୀ ଏବଂ ଗର୍ଭବତୀ ସ୍ତ୍ରୀ ଲଲିତା ମାଝୀ। ଘଟଣା ସ୍ଥଳରେ ତୁରେକେଲା ପୋଲିସର ତଦନ୍ତ ଆରମ୍ଭ। 

କଣ୍ଟାବାଞ୍ଜି(କେନ୍ୟୁଜ୍): ଲାଠୋର ଡାକ୍ତରଖାନାରୁ ଫେରୁଥିବା ବେଳେ ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁ। ଘଟଣା ସ୍ଥଳରେ ଉତ୍ତେଜନା।  ତୁରେକେଲା ଥାନା ଗଏନ୍ଦିମାଲ ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଏକ ଟ୍ରକ ଧକ୍କାରେ ବାଇକରେ ଆରୋହୀ ସ୍ୱାମୀ ଓ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ। ମୃତକ ସ୍ୱାମୀ ହେଲେ ଗଏନ୍ଦିମାଲ ଗାଁରେ ଅଶୋକ ମାଝୀ ଏବଂ ଗର୍ଭବତୀ ସ୍ତ୍ରୀ ଲଲିତା ମାଝୀ। ଘଟଣା ସ୍ଥଳରେ ତୁରେକେଲା ପୋଲିସର ତଦନ୍ତ ଆରମ୍ଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.