ସାମାନ୍ୟ ବଚସାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଘଟଣାସ୍ଥଳରୁ ପତ୍ନୀହନ୍ତା ଫେରାର

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ରେଢ଼ାଖୋଲ ଥାନା ରଥତଇଲା ଗାଁର ଘଟଣା । ଗତକାଲି ରାତିରେ କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା ।

ରେଢାଖୋଲ (କେନ୍ୟୁଜ): ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ରେଢ଼ାଖୋଲ ଥାନା ରଥତଇଲା ଗାଁର ଘଟଣା l ଗତକାଲି ରାତିରେ କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ ଜଣକ ପଶ୍ଚିମବଙ୍ଗ ଅଂଚଳରୁ ଆସି ମିସ୍ତ୍ରୀ କାମ କରୁଥିବା ଜଣାପଡିଛି l ହତ୍ୟା ପରେ ସ୍ୱାମୀ ଘଟଣାସ୍ଥଳରୁ ଫେରାର୍ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.