ବ୍ରହ୍ମପୁର ଦିଗପହଣ୍ଡି ବାଗଡ଼ା ଗାଁରେ ଅଭାବନୀୟ ଘଟଣା , ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା

ବ୍ରହ୍ମପୁର(କେନ୍ୟୁଜ୍) : ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା । ବ୍ରହ୍ମପୁର ଜିଲ୍ଲା ଦିଗପହଣ୍ଡି ବାଗଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ନୟନି ସେଠୀ ଓ ବାଙ୍କିଆ ସେଠୀ। ବ୍ରହ୍ମପୁର ଏମକେସିଜି ରେ ସ୍ତ୍ରୀର ମୃତ୍ୟୁ ହୋଇଛି।
ପାରିବାରିକ କଳହରୁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.