Below header

ମାଆମାନେ ଚାହିଁଲେ ୨୫ କି ୫୦ ବର୍ଷ ନୁହେଁ ଆଗାମୀ ୧୦୦ ବର୍ଷ ଶାସନ କରିବ ବିଜେଡି: ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ୟୁଜ୍): ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସନ୍ଦେଶ । ଦଳୀୟ ନେତା, କର୍ମୀଙ୍କ ସମେତ ରାଜ୍ୟବାସୀଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି । ନବୀନ କହିଛନ୍ତି, ବିଜେଡି ୨୫ କି ୫୦ ବର୍ଷ ନୁହେଁ । ଶହେ ବର୍ଷ ଲୋକଙ୍କ ସେବା କରିବ । ଦଳ ଜଣେ କି ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ । କି ଆଗକୁ ବି ନିର୍ଭର କରିବ ନାହିଁ ।

ମାଆମାନେ ଚାହିଁଲେ ବିଜେଡି ଆଗାମୀ ୧୦୦ ବର୍ଷ ଶାସନ କରିବ । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । କର୍ମୀମାନେ ଆମର ଆତ୍ମା । କାହିଁକି ବିଜେଡି ଏକ ସଫଳ ଆଞ୍ଚଳିକ ଦଳ ହୋଇପାରିଛି ତାର କାରଣ କହିଛନ୍ତି ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.