ଜୁନିୟର ହକି ବିଶ୍ୱକପ୍: ପୋଲାଣ୍ଡକୁ ୮-୨ ଗୋଲରେ ହରେଇ କ୍ୱାଟର ଫାଇନାଲ ସ୍ଥାନ ପକା କଲା ଭାରତ,

କେନ୍ୟୁଜ୍(ବ୍ୟୁରୋ): ଜୁନିୟର ହକି ବିଶ୍ୱକପ୍ ରେ କ୍ୱାଟର ଫାଇନାଲସ୍ଥାନ ପକା କଲା ଭାରତ। ପୋଲାଣ୍ଡକୁ ୮-୨ ଗୋଲରେ ହରେଇ କ୍ୱାଟର ଫାଇନାଲରେ ପ୍ରବେଶ କଲା ଭାରତ। ଭାରତ ତରଫରୁ ସୁଦୀପ ଚିର୍ମାକୋ, ଉପ ଅଧିନାୟକ ସଞ୍ଜୟ ଓ ଅର୍ଜିତ ସିଂ ହୁଣ୍ଡଲ ସର୍ବାଧିକ ଦୁଇଟି ଲେଖାଏଁ ଗୋଲ୍ ସ୍କୋର କରିଥିବା ବେଳେ ଉତ୍ତମ ସିଂ ଓ ସାରଦ ନନ୍ଦ ତିୱାରୀ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।

indian hockey team

ଅପରପକ୍ଷରେ ପୋଲାଣ୍ଡ  କେବଳ ୨ ଟି ଗୋଲ୍ କରିବାରେ ସକ୍ଷମ ହୋଇଥିଲା। ଏହା ସହିତ ଓଡ଼ିଆ ପୁଅ ସୁଦୀପ୍ ଚିର୍ମାକୋଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପ୍ରଦାନ କରାଯାଇଛି।

Leave A Reply

Your email address will not be published.