ଆଜିଠୁ ଧର୍ମଶାଳାରେ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ, ୩-୧ରେ ସିରିଜ ଆଗୁଆ ରହିଛି ଟିମ ଇଣ୍ଡିଆ

ଆଜି ଧର୍ମଶାଳାରେ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ। ୯ଟା ୩୦ରେ ଖେଳାଯିବ ମ୍ୟାଚ୍। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍।

ଆଜି ଧର୍ମଶାଳାରେ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ। ୯ଟା ୩୦ରେ ଖେଳାଯିବ ମ୍ୟାଚ୍। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍। ୩-୧ରେ ସିରିଜ ଆଗୁଆ ରହିଛି ଟିମ ଇଣ୍ଡିଆ। ଆର୍. ଅଶ୍ବୀନ ଖେଳିବେ କ୍ୟାରିଅରର ଶହେ ତମ ଟେଷ୍ଟ । କେ. ଏଲ ରାହୁଲ ଆହତ ଥିବା କାରଣରୁ ତାଙ୍କୁ ବାଦ ଦିଆଯାଇଛି। ଚତୁର୍ଥ ଟେଷ୍ଟରେ ବିଶ୍ରାମ ନେଇଥିବା ଯଶପ୍ରୀତ ବୁମରାଙ୍କୁ ପୁଣି ଦଳରେ ସାମିଲ କରାଯାଇଛି। ଡେବ୍ୟୁ କରିବେ ଦେବଦତ୍ତ ପାଡିକଲ। ଭ୍ରମଣକାରୀ ଦଲ ପ୍ରଥମ ଟେଷ୍ଟକୁ ୨୮ ରନରେ ଜିତିନେବା ପରେ ପରବର୍ତ୍ତୀ ୩ଟି ଟେଷ୍ଟରେ କ୍ରମାଗତ ପରାଜିତ ହୋଇଥିଲା। ସେପଟେ ଅନ୍ତିମ ଟେଷ୍ଟ ଇଂଲଣ୍ଡ ପାଇଁ ହେବ ସମ୍ମାନର ପ୍ରଶ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.