ସେମିଫାଇନାଲରେ ଭାରତର ପରାୟଜ ନେଇ ବିଷ ପିଇଲେ ଯୁବକ

ଧର୍ମଗଡ(କେନ୍ୟୁଜ୍): ବିଶ୍ୱକପ୍‌ ସେମିଫାଇନାଲରେ ଭାରତର ପରାୟଜ ନେଇ ବିଷ ପିଇଲେ ଯୁବକ । ଯୁବକ ଜଣଙ୍କ ହେଲେ ଧର୍ମଗଡ କେଗାଁ ଥାନା ସିଙ୍ଗବାହାଡି ଗାଁର ସମ୍ବାରୁ ଭୋଇ । ବିଷ ପିଇ ସେ ନିଜ ଜମିରେ ପଡିଥିଲେ । ପରିବାର ଲୋକେ ସମ୍ବାରୁଙ୍କୁ ପ୍ରଥମେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.