ଆଇପିଏସ୍‌ ଅଫିସର ମନୋଜ ଛାବ୍ରାଙ୍କୁ ନୂଆ ଦାୟିତ୍ୱ, ମିଳିଲା ସ୍ପେଶାଲ ଜେଲ ଡିଜି ପଦବୀ

ଭୁବନେଶ୍ବର(କେନ୍ୟୁଜ୍): ଆଇପିଏସ୍‌ ଅଫିସର ମନୋଜ ଛାବ୍ରାଙ୍କୁ ନୂଆ ଦାୟିତ୍ୱ । ସ୍ପେଶାଲ ଜେଲ ଡିଜି ହେଲେ ମନୋଜ ଛାବ୍ରା। ସେ ଏବେ ସ୍ପେଶାଲ୍‌ ଆର୍ମଡ ପୋଲିସର ସ୍ପେଶାଲ୍‌ ଡିଜି ଅଛନ୍ତି। ଏହାସହ ସେ ଜେଲ୍‌ ବିଭାଗ ଡିଜି ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ପୂର୍ବରୁ ସତ୍ୟଜିତ ମହାନ୍ତି ଥିଲେ ଜେଲ ବିଭାଗ ଡିଜି। ଏବେ ସେ ସ୍ପେଶାଲ ଡିଜି ଇଣ୍ଟେଲିଜେନ୍ସ ଦାୟିତ୍ୱ ନେଇଛନ୍ତି। ଏହାସହ ସତ୍ୟଜିତ ମହାନ୍ତି ଅନ୍ତରୀଣ ଡିଜି ଦାୟିତ୍ୱରେ ବି ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.