Below header

ଆଇପିଏସ ବି.ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ବ, ପୋଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ ହେଲେ

ଆଇପିଏସ  ବି.ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ବ । ପୋଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ ହେଲେ ବି.ରାଧିକା ।

ଆଇପିଏସ  ବି.ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ବ । ପୋଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ ହେଲେ ବି.ରାଧିକା । କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିବା ପରେ ନୂଆ ଦାୟିତ୍ବ । SFSL ନିର୍ଦ୍ଦେଶକ ଭାବେ ବି.ରାଧିକାଙ୍କୁ ଅତିରିକ୍ତ ଦାୟିତ୍ବ । ଆଶିଷ ସିଂଙ୍କୁ OPHWCର ସିଇଓ ଭାବେ ଅତିରିକ୍ତ ଦାୟିତ୍ବ । ଏସ.ସାଇନିଙ୍କୁ CAW/CWର IGPଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.