Below header

୬୨ ବର୍ଷ ପର୍ଯ୍ୟନ୍ତ OPSCର ଅଧ୍ୟକ୍ଷ ରହିବେ ଆଇପିଏସ ସତ୍ୟଜିତ୍ ମହାନ୍ତି

କେନ୍ୟୁଜ୍(ବ୍ୟୁରୋ): ଓଡିଶା ପବ୍ଲିକ ସର୍ଭିସ କମିଶନ ଅଧ୍ୟକ୍ଷ ହେଲେ ଆଇପିଏସ ସତ୍ୟଜିତ୍ ମହାନ୍ତି। ୬୨ ବର୍ଷ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଦାୟିତ୍ୟରେ ରହିବେ ବୋଲି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ  ପାଇଛି।


ଓପିଏସସିର ଅଧ୍ୟକ୍ଷ ଭାବେ ରାଜ୍ୟପାଳ ତାଙ୍କୁ ନିଯୁକ୍ତ କରିଥିବାର ସୂଚନା ମିଳିଛି। ସତ୍ୟଜିତ୍ ବର୍ତ୍ତମାନ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ବ ତୁଲାଉଛନ୍ତି। କିଛି ଦିନ ପୂର୍ବ ସେ ଭୁବନେଶ୍ବରର କମିଶନର ଭାବେ ଅତି ସୂଚାର ରୂପେ ନିଜ ଦାୟିତ୍ବ ତୁଲାଇ ପାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.