ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡ଼ିତାଙ୍କ ପରିବାରକୁ ମିଳିଲା ୯ ଲକ୍ଷ ଟଙ୍କାର କ୍ଷତିପୂରଣ

କେନ୍ୟୁଜ୍(ବ୍ୟୁରୋ):  ବହୁ ଚର୍ଚ୍ଚିତ  ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ମିଳିଲା କ୍ଷତିପୂରଣ । ଆଇନ ସେବା ପ୍ରାଧିକରଣ ପକ୍ଷରୁ ୯ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି । କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ ।

ଗତବର୍ଷ ଜୁଲାଇ ମାସରେ ନୟାଗଡ଼ ଜିଲ୍ଲା ଯଦୁପୁରରେ ନାବାଳିକାଙ୍କୁ ହତ୍ୟା କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏବେ ମାମଲାର ତଦନ୍ତ କରୁଛି । ଜଣେ ନାବାଳକକୁ ଗିରଫ କରାଯାଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.