ପୁଣି ମାତିଲେ ଲାଲ୍‌ବାହିନୀ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଗୁରୁତର

ମାଲକାନଗିରି(କେନ୍ଯୁଜ୍): ପୁଣି ମାତିଲେ ଲାଲ୍‌ବାହିନୀ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଘଟିଛି ହିଂସାକାଣ୍ଡ ।

ବଦଲି CRPF କ୍ୟାମ୍ପ ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ମାଓ ଦମନ ଅପରେସନେର DRG ଯବାନ ଯିବାବେଳେ ଏଭଳି ଅଘଟଣ ଘଟିଥିବା ନାରାୟଣପୁର ଏସ୍‌ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.