ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ
ଦୁଇ ନାବାଳକଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଗଲା ଦୁଇ ଜଣଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗାଁରେ ଅଘଟଣ ଘଟିଛି। ମୃତକ ହେଲେ ଆସମାନ ନାଏକ ଓ ସାନ୍ତନୁ ନାଏକ। ଦୁଇଜଣ ପୋଖରୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ।

କଳାହାଣ୍ଡି(କେନ୍ୟୁଜ) : ଦୁଇ ନାବାଳକଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଗଲା ଦୁଇ ଜଣଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗାଁରେ ଅଘଟଣ ଘଟିଛି। ମୃତକ ହେଲେ ଆସମାନ ନାଏକ ଓ ସାନ୍ତନୁ ନାଏକ। ଦୁଇଜଣ ପୋଖରୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ। ଅଗ୍ନିଶମବାହିନୀ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି।