କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଧାରଣା ଦେଲା କଳିଙ୍ଗ ସାମ୍ବାଦିକ ସଙ୍ଘ

ଭୁବନେଶ୍ୱର: କଳିଙ୍ଗ ସାମ୍ବାଦିକ ସଙ୍ଘର ଧାରଣା। ଭୁବନେଶ୍ୱର ଲୋୟର ପିଏମଜିରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ସମ୍ବାଦିକମାନେ ଧାରଣା ସହ କେନ୍ଦ୍ରାପଡା ଏସପିଙ୍କ ନାଁରେ ନାରାବାଜି କରିଥିଲେ । ସମ୍ବାଦିକ ସୁରକ୍ଷା ଆଇନ ସହ କାର୍ଯ୍ୟାରତ ସାମ୍ବାଦିକଙ୍କୁ ଦୁବ୍ୟବହାର କରିଥିବା କେନ୍ଦ୍ରପଡା ଏସପିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍ଘ ତରଫରୁ ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.