ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ

ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ । ଲୁଣିବାହଲ ରେ ନିର୍ମାଣାଧୀନ କିସ କ୍ୟାମ୍ପସ ବୁଲି ଦେଖିଲେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାଂସଦ । ନିର୍ମାଣାଧୀନ କ୍ୟାମ୍ପସ କାମ ର ସମୀକ୍ଷା କରିବା ସହିତ କାମ ଶିର୍ଘ ସାରିବାକୁ କିସ ର କର୍ମଚାରୀ ଓ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି ।

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ । ଲୁଣିବାହଲ ରେ ନିର୍ମାଣାଧୀନ କିସ କ୍ୟାମ୍ପସ ବୁଲି ଦେଖିଲେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାଂସଦ । ନିର୍ମାଣାଧୀନ କ୍ୟାମ୍ପସ କାମ ର ସମୀକ୍ଷା କରିବା ସହିତ କାମ ଶିର୍ଘ ସାରିବାକୁ କିସ ର କର୍ମଚାରୀ ଓ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି ।

ଏହି କିସ କ୍ୟାମ୍ପସ ତିଆରି ହେବା ପରେ ବୌଦ୍ଧ ଗରିବ ପିଲା ପାଠ ପଢିବେ । ଶିକ୍ଷା କ୍ଷେତ୍ରରେ ଆଗକୁ ଯିବ ବୌଦ୍ଧ ଜିଲ୍ଲା । ଶିକ୍ଷା କ୍ଷେତ୍ରରେ କିପରି ବୌଦ୍ଧ ଜିଲ୍ଲା ଆଗକୁ ଯିବା ଏନେଇ ଆଜି କିସ ର କର୍ମଚାରୀ ଓ ଅଧିକାରୀ ଙ୍କ ସହିତ ଆଲୋଚନା କରିଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଲୁଣି ବାହାଲରେ ଏବେ ଜୋରସୋରରେ ଆଗେଇ ଚାଲିଛି କିସ କ୍ୟାମ୍ପସ କାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.