Below header

ଶ୍ରୀ ବଳଦେବଜୀଉଙ୍କ ରଥ ଚାଳନା ଦାବିରେ ସେବାୟତ ଓ ଜନସାଧାରଣଙ୍କ ଅନଶନ

କେନ୍ଦ୍ରାପଡ଼ା (କେ ନ୍ୟୁଜ୍‌) : ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମ କୋର୍ଟଙ୍କ ଅନୁମତି ପରେ କେନ୍ଦ୍ରାପଡ଼ାରେ ଅନଶନରେ ବସିଲେ ସେବାୟତ । ବଳଦେବ ଜୀଉଙ୍କ ରଥଯାତ୍ରାକୁ ଅନୁମତି ଦେବା ପାଇଁ ଦାବି କରି ମନ୍ଦିର ସେବାୟତ ଏବଂ ବଳଦେବ ସେନାଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାମିଲ ହୋଇ ଅନଶନ ଆରମ୍ଭ କରିଛନ୍ତି ।

KENDRAPADAI-2ସେମାନଙ୍କ ଦାବି ଅନୁଯାୟୀ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ହେଉଛି ବିଶ୍ୱର ସର୍ବବୃହତ୍ ରଥ । ଏହି ରଥ ୧୨୦୬ ଖଣ୍ଡ କାଠରେ ତିଆରି ହୁଏ । ହଜାର ହଜାର ଭକ୍ତ ଏହି ରଥଯାତ୍ରାକୁ ଚାହିଁ ବସିଥାନ୍ତି । ତେଣୁ ରଥ ଟଣାକୁ ଅନୁମତି ଦେବା ଲାଗି ସେମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.