Below header

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଖୁଏଲ୍ ଯାତ୍ରା

ଆଜିର ଏ ସମାଜ ଆଧୁନିକତାର ବଶବର୍ତ୍ତୀ ହେବାରେ ଲାଗିଛି ମଣିଷ ।  ପୂର୍ବପୁରୁଷଙ୍କ ଆଦୃତ କଳା, ସଂସ୍କୃତି , ଭାଷା, ପରମ୍ପରା, ଖାଦ୍ୟପେୟ ଆଦିରେ ପରିବର୍ତ୍ତନ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆମ ସଂସ୍କୃତି , ପରମ୍ପରା ଓ ଐତିହ୍ୟକୁ ବଜାୟ ରଖିବା ପାଇଁ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଅଭିନବ ପ୍ରୟାସ କରିଛି ।

ସୁନ୍ଦରଗଡ଼(କେନ୍ୟୁଜ): ଆଜିର ଏ ସମାଜ ଆଧୁନିକତାର ବଶବର୍ତ୍ତୀ ହେବାରେ ଲାଗିଛି ମଣିଷ ।  ପୂର୍ବପୁରୁଷଙ୍କ ଆଦୃତ କଳା, ସଂସ୍କୃତି , ଭାଷା, ପରମ୍ପରା, ଖାଦ୍ୟପେୟ ଆଦିରେ ପରିବର୍ତ୍ତନ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆମ ସଂସ୍କୃତି , ପରମ୍ପରା ଓ ଐତିହ୍ୟକୁ ବଜାୟ ରଖିବା ପାଇଁ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଅଭିନବ ପ୍ରୟାସ କରିଛି ।

୨୦୧୮ ରେ ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର କିଶୋର କୁମାର ଦାସଙ୍କ ପ୍ରଚେଷ୍ଟାରେ ଏହି ଖୁଏଲ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଯାହାକି ଚଳିତ ବର୍ଷ ଆଜିକାର ଦିନରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ଚିତ୍ରକଳା, ମାଣବସା, ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସମେତ ଅନେକ ଦେଶୀୟ ଖାଦ୍ୟର ଷ୍ଟଲ ଲାଗିଥିବା ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଯୋଗେଶ ସିଂ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.