Below header

କିଟ୍‌ ନହ୍ନିପରୀର ରେଜିଷ୍ଟ୍ରେସନ ଓ ଫଟୋ ସୁଟ୍‌ ଆୟୋଜିତ, ଫାଇନାଲରେ ୨୩ଟି ରାଜ୍ୟର ଚାମ୍ପିଅନ କରିବେ ଅଂଶଗ୍ରହଣ

ଭୁବନେଶ୍ବର: କିଟ୍‌ ଇଣ୍ଟନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି କିଟ୍‌ ନହ୍ନିପରୀର ରେଜିଷ୍ଟ୍ରେସନ ଓ ଫଟୋ ସୁଟ୍‌। ୨୩ଟି ରାଜ୍ୟର ଚାମ୍ପିଅନ ଫାଇନାଲରେ ଅଂଶଗ୍ରହଣ କରୁଛନ୍ତି। ୨୮ ଓ ୨୯ ତାରିଖରେ ଦୁଇ ଦିନ ଧରି ଫାଇନାଲ ଅନୁଷ୍ଠିତ ହେବ। ଚଳିତ ବର୍ଷ ବିଦେଶରୁ ମଧ୍ୟ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.