୨୯ ତାରିଖରେ ହେବ କିଟ ନହ୍ନିପରୀ ୨୦୧୯ର ଗ୍ରାଣ୍ଡ ଫିନାଲେ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଆସନ୍ତା ୨୯ ତାରିଖରେ ହେବ କିଟ ନହ୍ନିପରୀ ୨୦୧୯ର ଗ୍ରାଣ୍ଡ ଫିନାଲେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏ ନେଇ କୋର କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଳୟ ମହାପାତ୍ର, ସୁଚେତା ପ୍ରିୟବାଦିନୀ       , ଶ୍ରଦ୍ଧାଞ୍ଜଳୀ ନାୟକ, ସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ନହ୍ନୀପରୀ ପାଇଁ ୨୦୧୭ ମସିହା ସାନଡଙ୍ଗର ମିସ ଓ୍ଵାଲ୍ଡ ଚ୍ୟାଓ ଚ୍ୟାଓ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଏବେ ଜାତୀୟ ସ୍ତରର ପ୍ରମୁଖ ପ୍ରତିଯୋଗିତା ଭାବେ ପ୍ରତିଷ୍ଠାତା ହୋଇଆସୁଛିା ଆଗାମୀ ବର୍ଷ ଏହାକୁ ଅନ୍ତର୍ଜାତୀୟ ସ୍ତରରେ କରିବାକୁ ଡ.ସାମନ୍ତ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.