Below header

KIMS ପକ୍ଷରୁ ଦୁଇ ଦିନିଆ “କିମସ ଆନେସ୍ଥେସିଆ କଣ୍ଟିନ୍ୟୁଇଙ୍ଗ୍‌ ଏଜୁକେସନ ୨୦୨୧” କର୍ମଶାଳା ଆୟୋଜିତ

 ଭୁବନେଶ୍ୱର(କେ ନ୍ୟୁଜ):  କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନସ- କିମ୍‌ସ ପକ୍ଷରୁ ଦୁଇ ଦିନିଆ ପ୍ରଥମ କିମସ ଆନେସ୍ଥେସିଆ କଣ୍ଟିନ୍ୟୁଇଙ୍ଗ୍‌ ଏଜୁକେସନ ୨୦୨୧ କର୍ମଶାଳା ଆୟୋଜିତ ହୋଇଛି । କିମ୍‌ସର ପିଜି ଡିପାର୍ଟମେଣ୍ଟ ଅଫ୍‌ ଆନେସ୍ଥେସିଓଲୋଜି ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଛି। ପ୍ରତି ୧୦ ରୁ ୧୫ ବର୍ଷରେ ଟେକନୋଲୋଜି ପରିବତ୍ତର୍ନ ଘଟିବା ସହ ଆଡଭାନସଡ୍‌ ହେଉଛି । କ୍ରିଟିକାଲ କେୟାରକୁ ଲୋକମାନେ ପ୍ରଥମେ ଗୁରୁତ୍ୱ ଦେଉନଥିଲେ । କିନ୍ତୁ କୋଭିଡ ପରେ ଏଥିରେ ପରିବର୍ତ୍ତନ ଆସିଛି ।

kims new

ସାଧାରଣ ଲୋକ କ୍ରିଟିକାଲ କେୟାରର ଗୁରୁତ୍ୱ ବୁଝିଛନ୍ତି । ଏହି ଆଡଭାନସ୍‌ଡ ଟେକ୍ନୋଲୋଜି ଉପରେ ୨ ଦିନିଆ ପ୍ରଥମ କିମସ ଆନେସ୍ଥେସିଆ କଣ୍ଟିନୁଇଙ୍ଗ୍‌ ଏଜୁକେସନ ୨୦୨୧ରେ ଆଲୋଚନା କରାଯାଇଥିଲା । ଏଥିରେ ୪୦୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିବା ବେଳେ ୧୦୦ ଜଣ ଉପସ୍ଥିତ ଥିଲେ । କିମ୍‌ସ ଡକ୍ଟର ଅଶୋକ ବଡମାଳି ଏହାକୁ ପରିଚାଳନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.