ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ, ବାସଭବନ ସମେତ ଅଫିସରେ ଚାଲିଛି ରେଡ୍

ସୁନ୍ଦରଗଡ଼(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ। ରାଜଗାଙ୍ଗପୁର ବ୍ଳକ କୁକୁଡ଼ା ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବାସଭବନ ସମେତ ଅଫିସରେ ମଧ୍ୟ ରେଡ୍‌ କରାଯାଉଛି।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଭିଜିଲାନ୍‌ସ DSPଙ୍କ ନେତୃତ୍ୱରେ ଟିମ୍‌ ରେଡ୍‌ କରୁଛି।