ଘଡ଼ଘଡ଼ିରେ ଖସିଲା ମାଉସୀ ମାଆ ଛକ ରାମେଶ୍ୱର ମନ୍ଦିର ଦଧିନଉତି

ଘଡ଼ଘଡ଼ିରେ ଖସିଲା ମନ୍ଦିର ଦଧିନଉତି । ଭୁବନେଶ୍ୱର ମାଉସୀ ମାଆ ଛକରେ ଥିବା ରାମେଶ୍ୱର ମନ୍ଦିର ଦଧିନଉତି ଖସି ପଡିଛି ।

ଘଡ଼ଘଡ଼ିରେ ଖସିଲା ମନ୍ଦିର ଦଧିନଉତି । ଭୁବନେଶ୍ୱର ମାଉସୀ ମାଆ ଛକରେ ଥିବା ରାମେଶ୍ୱର ମନ୍ଦିର ଦଧିନଉତି ଖସି ପଡିଛି । ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ସେବାୟତଙ୍କ କହିବା ଅନୁସାରେ ସକାଳ ୯ରୁ ୧୦ଟା ବେଳେ ସେବାୟତମାନେ ମନ୍ଦିର ଭିତରେ ପୂଜାର୍ଚ୍ଚନା କରୁଥିଲେ । ହଠାତ୍‌ ଜୋରେ ଶବ୍ଦ ହେବା ସହ ବିଜୁଳି ମାରିଥିଲା । ଏଥିରେ ମନ୍ଦିର ଦଧିନଉତି ଭାଙ୍ଗି ତଳେ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.