Below header

ଆଜି ଭଙ୍ଗାଯାଉଛି ଭୁବନେଶ୍ୱରରେ ଥିବା ବିଶାଳ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ, ବିଏମ୍‌ସି ପକ୍ଷରୁ କରାଯାଇଥିଲା ଘୋଷଣା

ଭୁବନେଶ୍ୱର: ଭଙ୍ଗାଯାଉଛି ଭୁବନେଶ୍ୱରରେ ଥିବା ବିଶାଳ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ। ତିଆରି ହୋଇଥିବା ନୂଆ ମାର୍କେଟ୍‌ କମ୍ପ୍ଲେକ୍ସରେ ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ପୂର୍ବରୁ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାଯିବାକୁ ନେଇ ବ୍ୟବସାୟୀମାନେ ବିରୋଧ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳିବା ନେଇ ପ୍ରତିଶୃତି ମିଳିବା ପରେ ଉଛେଦ ଅଭିଯାନ ଆରମ୍ଭ ହୋଇଥିଲା। ପୁରୁଣା ଲିଙ୍ଗରାଜ ମାର୍କେଟରେ ୧୦୧ ଜଣ ବ୍ୟବସାୟୀ ବ୍ୟବସାୟ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.