ମଧ୍ୟାହ୍ନ ଭୋଜନରେ ଝିଟିପିଟି, ଖାଦ୍ୟ ଖାଇ ପିଲା ଅସୁସ୍ଥ

ଖାଇବାରେ ଝିଟିପିଟି। ମଧ୍ୟାହ୍ନ ଭୋଜନ ବେଳେ ଖାଦ୍ୟରେ ଝିଟିପିଟି ପଡିଥିବା ଅଭିଯୋଗ। ଭଦ୍ରକ ଜିଲ୍ଲା ଧାମନଗର ମୁନିସିପାଟଣା ସ୍କୁଲରୁ ଆସିଛି ଏମିତି ଅଭିଯୋଗ ।

ଭଦ୍ରକ (କେନ୍ୟୁଜ): ଖାଇବାରେ ଝିଟିପିଟି। ମଧ୍ୟାହ୍ନ ଭୋଜନ ବେଳେ ଖାଦ୍ୟରେ ଝିଟିପିଟି ପଡିଥିବା ଅଭିଯୋଗ। ଭଦ୍ରକ ଜିଲ୍ଲା ଧାମନଗର ମୁନିସିପାଟଣା ସ୍କୁଲରୁ ଆସିଛି ଏମିତି ଅଭିଯୋଗ । ସୂଚନା ଅନୁୟାୟୀ, ଗତକାଲି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରିବା ପରେ ଅସୁସ୍ଥ ହୋଇପଡିଥିଲେ। ଘରକୁ ଆସି ଖାଦ୍ୟରେ ଝିଟିପିଟି ପଡିଯାଇଥିବା ନେଇ ଅଭିଭାବକଙ୍କୁ କହିଥିଲେ। ସମସ୍ତଙ୍କୁ ଧାମନଗର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.