Lizard Tail: ଝିଟିପିଟିର ଲାଞ୍ଜ ଅଲଗା ହେବା ପରେ କାହିଁକି ହଲୁଥାଏ? ଜାଣନ୍ତୁ ବୈଜ୍ଞାନିକ କାରଣ
ଆପଣ କେବେ ଦେଖିଛନ୍ତି କି, ଝିଟିପିଟିର ଲାଞ୍ଜ ଶରୀରରୁ ଅଲଗା ହୋଇଯିବା ପରେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ହଲୁଥାଏ? ଏହା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଶରୀରରୁ ଅଲଗା ହେବା ପରେ ଲାଞ୍ଜ କେମିତି ହଲୁଛି, ଏହା ପଛରେ ରହିଛି ଝିଟିପିଟିର ଶରୀରର ଏକ ବିଶେଷ ପ୍ରକ୍ରିୟା । ଯେତେବେଳେ…