Browsing Tag

midday meal

ମଧ୍ୟାହ୍ନ ଭୋଜନରେ ଝିଟିପିଟି, ଖାଦ୍ୟ ଖାଇ ପିଲା ଅସୁସ୍ଥ

ଭଦ୍ରକ (କେନ୍ୟୁଜ): ଖାଇବାରେ ଝିଟିପିଟି। ମଧ୍ୟାହ୍ନ ଭୋଜନ ବେଳେ ଖାଦ୍ୟରେ ଝିଟିପିଟି ପଡିଥିବା ଅଭିଯୋଗ। ଭଦ୍ରକ ଜିଲ୍ଲା ଧାମନଗର ମୁନିସିପାଟଣା ସ୍କୁଲରୁ ଆସିଛି ଏମିତି ଅଭିଯୋଗ । ସୂଚନା ଅନୁୟାୟୀ, ଗତକାଲି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରିବା ପରେ ଅସୁସ୍ଥ ହୋଇପଡିଥିଲେ। ଘରକୁ ଆସି…

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ୧୨୩ ଜଣ ମେଡିକାଲରେ ଭର୍ତ୍ତି

ଅନୁଗୁଳ (କେନ୍ୟୁଜ): ମିଡ୍‌ ଡେ ମିଲ୍‌ ଖାଇ ୧୨୩ ଛାତ୍ରଛାତ୍ରୀ ଅସୁସ୍ଥ । ଅନୁଗୁଳ ଜିଲ୍ଲା ପାଲଲହଡ଼ାର ରଜଡଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖାଇ ୧୨୩ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କର ଚିକିତ୍ସା ଚାଲିଛି । ମଧ୍ୟାହ୍ନ…

ମଧ୍ୟାହ୍ନଭୋଜନରେ ବଡ଼ କେଳେଙ୍କାରୀ! ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ପୋକରା ଚାଉଳ ଭାତ

ଉମରକୋଟ( କେନ୍ୟୁଜ): ରାଜ୍ଯରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ଯ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଧାରଣ ବିଦ୍ୟାଳୟକୁ 5ଟି ବିଦ୍ୟାଳୟରେ ପରିଣତ କରିଛନ୍ତି। ହେଲେ, ଗୁଣାତ୍ମକ ଶିକ୍ଷା କଥା ଦୂରେ ଥାଉ, ଏହି ବିଦ୍ୟାଳୟରେ ଏବେ ପିଲାଙ୍କୁ ଦିଆଯାଉଛି ଅଖାଦ୍ୟ ।…

ନବରଙ୍ଗପୁର ଧାମନାଗୁଡ଼ା ଅଙ୍ଗନବାଡି କେନ୍ଦ୍ରରେ ଅଭାବନୀୟ ଘଟଣା, ଛାତ୍ରୀଙ୍କୁ ଖାଇବାକୁ ଦିଆଗଲା ଖାଲି ଭାତ

ନବରଙ୍ଗପୁର: ଖାଇବା ଥାଳିରେ ଖାଲି ଭାତ । ମରିଗଲା ଅଙ୍ଗନବାଡି ଦିଦିଙ୍କ ମାନବିକତା । ଛାତ୍ରୀଙ୍କୁ ଖାଇବାକୁ ଦେଲେ ଖାଲି ଭାତ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଧାମନାଗୁଡ଼ା ଅଙ୍ଗନବାଡି କେନ୍ଦ୍ରରେ । ଖାଦ୍ୟ ସାରଣୀରେ ଭାତ ସହ ଅଣ୍ଡା ତରକାରୀ ଦେବା ପାଇଁ ଥିଲେ ମଧ୍ୟ ଖାଲି ଭାତ…

ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଆଭିଯୋଗରେ ୩ ଜଣ ଗିରଫ୍, ଚୋରିରେ ସ୍କୁଲ କର୍ମଚାରୀଙ୍କର ହାତ ନାହିଁ ତ ?

ଗଜପତି ଜିଲ୍ଲା ରା.ଉଦୟଗିରି ସହରର ଚାଞ୍ଚଡ଼ା ସ୍ଥିତ ଗୋପବନ୍ଧୁ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ସ୍କୁଲ ଷ୍ଟୋର୍‌ ରୁମ୍‌ରେ ରଖା ଯାଇଥିବା ଚାଉଳକୁ ଗତ ଗୁରୁବାର ଅଧରାତିରେ…

ବାଲେଶ୍ୱର: ସ୍କୁଲରୁ ଆସିଲା ସାଂଘାତିକ ସତ, ଛାତ୍ରୀ ମାନଙ୍କୁ ବ୍ୟବହାର କରାଯାଉଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ

ବାଲେଶ୍ବର(କେନ୍ୟୁଜ୍):  ସ୍କୁଲରୁ ଆସିଲା ସାଂଘାତିକ ସତ । ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରୀ ମାନଙ୍କୁ ବ୍ୟବହାର କରାଯାଉଛି । ପାଚିକା ବଦଳରେ ଏଠି ପିଲାଏ କରୁଛନ୍ତି କାମ । ଏଭଳି ଅଭାବନୀୟ ଘଟଣାର ଭିଡ଼ିଓ ଭାଇରାଲ ହେବାର ଲାଗିଛି । ବାଲେଶ୍ୱର ସଦର ସିନ୍ଦୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

ବାଲେଶ୍ୱର: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ଖାଦ୍ୟରେ ଝିଟିପିଟି ପଡ଼ିଥିବାର ଆସିଲା…

ବାଲେଶ୍ୱର(କେନ୍ୟୁଜ୍): ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ବଇଁଚା ପଞ୍ଚାୟତ ପାଳ ବାଲେଶ୍ୱର ୟୁପି ସ୍କୁଲରେ ଏହି ଘଟଣା ଘଟିଛି । ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀମାନେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା…

ମଧ୍ୟାହ୍ନ ଭୋଜନ ଖାଇ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ, ପରିବାର ଲୋକଙ୍କ ଉଚ୍ଚସ୍ତରୀୟ ତଦନ୍ତ ଦାବି

ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ । ଏହି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଡମପଡା ବ୍ଲକ ଗୟଳବାଙ୍କ ଆଶ୍ରମ ବିଦ୍ୟାଳୟରେ । ମୃତ ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ଛାତ୍ରୀ ଜଣକ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ହାତ ଧୋଇବା ବେଳେ ମୁଣ୍ଡ ବୁଲାଇ ତଳେ…

ବଢିଲା ମଧ୍ୟାହ୍ନଭୋଜନ ସାମଗ୍ରୀ କିଣା ଖର୍ଚ୍ଚ, ୪ଟଙ୍କା ୮୦ ପଇସାରୁ-୪ଟଙ୍କା ୯୩ପଇସାକୁ ବୃଦ୍ଧି

ଭୁବନେଶ୍ବର(କେନ୍ୟୁଜ୍): ବଢିଲା ମଧ୍ୟାହ୍ନଭୋଜନ ସାମଗ୍ରୀ କିଣା ଖର୍ଚ୍ଚ। ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଖାଇବାକୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ସାମଗ୍ରୀ କିଣା ଖର୍ଚ୍ଚକୁ ବୃଦ୍ଧି କରାଯାଇଛି। ପ୍ରାଥମିକ…

ମଧ୍ୟାହ୍ନ ଭୋଜନରୁ ବାହାରିଲା ମଲା ମୂଷା

ମୟୂରଭଞ୍ଜ(କେନ୍ଯୁଜ୍) : ମଧ୍ୟାହ୍ନ ଭୋଜନରୁ ମଲା ମୂଷା ବାହାରିବା ନେଇ ସ୍କୁଲରେ ଉତ୍ତେଜନା । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଅଭିଭାବକ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଳକ ଅଧିନରେ ଥିବା ବରଜୁପୁର ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ…