Below header

କଟକ: ବାଲିକୁଦା ଅଞ୍ଚଳରେ ଲୁଟ, ଘରେ କେହି ନଥିବା ବେଳେ କଳା କନା ବୁଲାଇ ଦେଲେ ଦୁର୍ବୃତ୍ତ

କଟକ(କେନ୍ୟୁଜ୍): ଗୋପାଳପୁର ବାଲିକୁଦା ଅଞ୍ଚଳର ଜଗନ୍ନାଥ ସାହୁଙ୍କ ଘରୁ ଲୁଟ୍‌ । ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ସୁନା ଅଳଙ୍କାର, ନଗଦ ୩୦ ହଜାର ଟଙ୍କା, ଏଲଇଡି ଟିଭି ଆଦି ଲୁଟି ନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ପରିବାର ଲୋକ ଘରକୁ ଫେରିବା ପରେ ଆଲମିରା ଓ ବାକ୍ସ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଦେଖିବାକୁ ପାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.