Below header

ଭିଜିଲାନ୍ସ ଜାଲରେ ମହାସ୍ମିତା ପଣ୍ଡା ଏବଂ ଚକାପାଦ ଥାନା ଓଆଇସି

କେନ୍ୟୁଜ୍ : ଏନଟିପିସି ଥାନା ଆଇଆଇସି ମହାସ୍ମିତା ପଣ୍ଡା ନିଲମ୍ବିତ। ନିଲମ୍ବନ କଲେ ପୋଲିସ ଡ଼ିଜି ଆରପି ଶର୍ମା , ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମହାସ୍ମିତା। ଭିଜିଲାନ୍ସ କନ୍ଧମାଳ ଚକାପାଦ ଥାନା ଓଆଇସି। ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.