Below header

କଟକରୁ ନକଲି ଟେଲମା ୪୦ ମେଡିସିନ ଜବତ ଘଟଣା: କିଙ୍ଗପିନ୍ ବିକାଶ କୁମାରଙ୍କୁ ତିନି ଦିନ ରିମାଣ୍ଡରେ ନେବ ପୋଲିସ

କଟକ(କେନ୍ୟୁଜ୍):  କଟକରୁ ନକଲି ଟେଲମା ୪୦ ମେଡିସିନ ଜବତ ଘଟଣା । କିଙ୍ଗପିନ୍ ବିକାଶ କୁମାରଙ୍କୁ ତିନି ଦିନ ରିମାଣ୍ଡରେ ନେବ ପୋଲିସ । ରିମାଣ୍ଡ ଆବେଦନକୁ ଗ୍ରହଣ କଲେ କଟକ ଏସଡିଜେଏମ କୋର୍ଟ । ଗତ ସପ୍ତାହରେ ବିକାଶ କୁମାରକୁ ଗିରଫ କରିଥିଲା ପୁରିଘାଟ ଥାନା ପୋଲିସ । ରିମାଣ୍ଡ ବେଳେ ପୋଲିସ ନକଲି ମେଡିସିନ ଘଟଣାରେ କରିବ ପଚରାଉଚୁରା । ଏହି ମାମଲାରେ ବିକାଶକୁ ମିଶାଇ ମୋଟ ୭ ଜଣ ଗରିଫ ହୋଇସାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.