Below header

ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା ଅଭିଯୋଗ, ଦିଲ୍ଲୀ ଏୟରପୋର୍ଟରେ ଗିରଫ ଭାରତୀୟ ନାଗରିକ

ପୁଣି ବିମାନରେ ଯାତ୍ରଙ୍କ ଉପରେ ପରିସ୍ରା କରିବା ଅଭିଯୋଗ । ଆମେରିକାନ ଏୟାରଲାଇନ୍ସ ବିମାନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଘଟଣାରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବେଳେ ଜଣେ ଭାରତୀୟ ନାଗରିକଙ୍କୁ ଦିଲ୍ଲୀ ଏୟରପୋର୍ଟରେ ଗିରଫ କରାଯାଇଛି ।

ନୂଆଦିଲ୍ଲୀ: ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗ । ଆମେରିକାନ ଏୟାରଲାଇନ୍ସ ବିମାନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଘଟଣାରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବେଳେ ଜଣେ ଭାରତୀୟ ନାଗରିକଙ୍କୁ ଦିଲ୍ଲୀ ଏୟରପୋର୍ଟରେ ଗିରଫ କରାଯାଇଛି ।

ସିଭିଲ ଏଭିଏସନ୍‌ ଆକ୍ଟ ଅନୁସାରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଯାତ୍ରୀ ଜଣକ ପ୍ରବଳ ନିଶାରେ ଥିଲେ । କୌଣସି କାରଣରୁ ପାଟିତୁଣ୍ଡ ବେଳେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ । ୬ ମାସରେ ଏଭଳି ଚତୁର୍ଥ ଘଟଣା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.