ମାର୍ଶାଘାଇ ଗରଜଙ୍ଗା ଗାଁରେ ଛୁରାମାଡ , ଗୁରୁତର ଅବସ୍ଥାରେ ଜଣେ ମେଡିକାଲରେ ଭର୍ତ୍ତି

କେନ୍ଦ୍ରାପଡା(କେନ୍ୟୁଜ୍) : କେନ୍ଦ୍ରାପଡା ମାର୍ଶାଘାଇ ଥାନା ଗରଜଙ୍ଗା ଗାଁର ରାଜ କିଶୋର ମାହାଳିଙ୍କୁ ଛୁରାମାଡ । କେହି ଅଜଣା ଦୁର୍ବୃତ୍ତ ତାଙ୍କୁ ଛୁରି ଭୁସି ଗୁରୁତର ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ । ରାଜକିଶୋରଙ୍କର ତଳିପେଟ ଓ ବେକରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.