ଶାଳୀ ଆକ୍ରମଣରେ ଭିଣୋଇ ଗୁରୁତର, ୧୨ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ
ମାର୍ଶାଘାଇ: ଭିଣୋଇକୁ ମରଣାନ୍ତକ ଆକ୍ରମଣ କଲା ଶାଳୀ । ବୁଲିଯିବା କହି ଭିଣୋଇ ସହ ସ୍କୁଟିରେ କେନ୍ଦ୍ରାପଡ଼ା ଆସିଲେ । ଆଉ ନିଛାଟିଆ ଜାଗା ଦେଖି ଭିଣୋଇକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ । ସୁଯୋଗ ଦେଖି ଘଟଣାସ୍ଥଳରୁ ଫେରାର ବି ମାରିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲେ ଯୁବକ ।…