Below header

ମାଓ ମୁଣ୍ଡ ନେଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ମାଲକାନଗିରି କୁମକୁମପୁଡି ଗାଁରେ ଜଣଙ୍କୁ ହତ୍ୟା କଲେ ଲାଲ୍‌ବାହିନୀ

ମାଲକାନଗିରି(କେନ୍ୟୁଜ୍): ମାଓ ମୁଣ୍ଡ ନେଲେ ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ଲାଲ୍‌ବାହିନୀ। ତାମବେଲୁ ଲାମବୟାଙ୍କୁ ହତ୍ୟା କଲେ ମାଓବାଦୀ । ମାଲକାନଗିରି କୁମକୁମପୁଡି ଗାଁରେ ହତ୍ୟା କରିଛନ୍ତି ମାଓବାଦୀ। ୧୦ ବର୍ଷ ଧରି ମାଓସଂଗଠନରେ ସକ୍ରିୟ ଥିଲା ତାମବେଲୁ। ୨୦୧୬ରେ ଗିରଫ ହୋଇ ୨ ବର୍ଷ ଜେଲ୍ ଯାଇଥିଲା। ତେବେ ଜେଲ୍‌ରୁ ମୁକୁଳିବା ପରେ ସେ ଆଉ ମାଓ ସଙ୍ଗଠନରେ ଯୋଗନଦେଇ ପେଦାପଡୁ ଗାଁରେ ରହୁଥିଲା। ଗତ ୨୨ତାରିଖ ରାତିରେ ମାଓବାଦୀମାନେ ତାକୁ ଉଠାଇନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.