ଝିଅର ଶ୍ୱଶୁର ଘରେ ଗୁଳିମାଡ଼ରେ ଚାଲିଗଲା ବାପାର ଜୀବନ

ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଛକରେ ଗୁଳିମାଡ଼। ମୃତକ ଜଣକ ଖଲିକୋଟ କୁମଣ୍ଡ ଗାଁର ବିଜୟ ବେହେରା। ବିଜୟ ଝିଅ ଶ୍ୱଶୁର ଘରକୁ ଆସିଥିବା ବେଳେ କୌଣସି କାରଣରୁ ପାରିବାରିକ ଅସନ୍ତୋଷ କାରଣରୁ ତାଙ୍କ ସଂପର୍କୀୟ ଗୁଳିମାଡ଼ କରିଥିଲେ।

ବ୍ରହ୍ମୁପର(କେନ୍ୟୁଜ୍):  ଝିଅର ଶ୍ୱଶୁର ଘରେ ଚାଲିଗଲା ବାପାର ଜୀବନ। ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଛକରେ ଗୁଳିମାଡ଼। ମୃତକ ଜଣକ ଖଲିକୋଟ କୁମଣ୍ଡ ଗାଁର ବିଜୟ ବେହେରା। ବିଜୟ ଝିଅ ଶ୍ୱଶୁର ଘରକୁ ଆସିଥିବା ବେଳେ କୌଣସି କାରଣରୁ ପାରିବାରିକ ଅସନ୍ତୋଷ କାରଣରୁ ତାଙ୍କ ସଂପର୍କୀୟ ଗୁଳିମାଡ଼ କରିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.