ରିମାଣ୍ଡରେ ଆସିବେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ, ଆବେଦନ କଲା ଖୋର୍ଦ୍ଧା ପୋଲିସ୍

ଖୋର୍ଦ୍ଧା (କେନ୍ଯୁଜ୍): ରିମାଣ୍ଡରେ ଆସିବେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ । ଅଧିକ ଖୋଳତାଡ ପାଇଁ ଗୁରୁଜୀଙ୍କୁ ରିମାଣ୍ଡରେ ଆଣିବ ଖୋର୍ଦ୍ଧା ପୋଲିସ । ମାନସ ଦାସଙ୍କୁ ରିମାଣ୍ଡରେ ଆଣିବା ପାଇଁ ଖୋର୍ଦ୍ଧା SDJM କୋର୍ଟରେ ୫ ଦିନିଆ ରିମାଣ୍ଡ ଆବେଦନ କରିଛି ଖୋର୍ଦ୍ଧା ପୋଲିସ।

ରିମାଣ୍ଡରେ ଆଣି ଖୋଲିବ ମାନବବାଦ ସଂଗଠନର ଗୁମର । ସଂଗଠନର ମୁଖିଆ ମାନସ ଦାସ କହିବେ ବର୍ବରତାର ଗୋଟିଏ ଗୋଟିଏ କାହାଣୀ । ତାଙ୍କ ମୁହଁରୁ ସତ ବାହାର କରିବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.