ଛତିଶଗଡ ସୀମା ଗରିଆ ବନ୍ଧରେ ମାଓ ଅପରେଶନ, ଗରିଲା ଦଳର ମୁଖ୍ୟ ନନ୍ଦଳାଲର ମୃତ୍ୟୁ
ଛତିଶଗଡ ସୀମା ଗରିଆ ବନ୍ଧ ରେ ମାଓ ଅପରେଶନ। କୋବ୍ରା ବାଟାଲିୟନ୍ ସହ ଗୁଳବିନିମୟ ବେଳେ ସ୍ଥାନୀୟ ଗରିଲା ଦଳ ର ମୁଖ୍ୟ ନନ୍ଦଳାଲ ର ମୃତ୍ୟୁ। କିଛିଦିନ ତଳେ SOG ର ଦୁଇଟି ଟିମ୍ ଏହି ଅଞ୍ଚଳରେ ମାଓ ଉପସ୍ଥିତି ଥିବା ଖବର ପାଇ ଅପରେସନ କରିଥିଲେ।
ଛତିଶଗଡ ସୀମା ଗରିଆ ବନ୍ଧ ରେ ମାଓ ଅପରେଶନ। କୋବ୍ରା ବାଟାଲିୟନ୍ ସହ ଗୁଳବିନିମୟ ବେଳେ ସ୍ଥାନୀୟ ଗରିଲା ଦଳର ମୁଖ୍ୟ ନନ୍ଦଳାଲର ମୃତ୍ୟୁ। କିଛିଦିନ ତଳେ SOG ର ଦୁଇଟି ଟିମ୍ ଏହି ଅଞ୍ଚଳରେ ମାଓ ଉପସ୍ଥିତି ଥିବା ଖବର ପାଇ ଅପରେସନ କରିଥିଲେ। ଅଳ୍ପକେ ବର୍ଟିଯାଇଥିଲେ ମାଓ ବାଦି ।