ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନର ଚତୁର୍ଥ ଦିନରେ ଛତିଶଗଡ଼ ଦାନ୍ତେୱାଡାରେ ବଡଧରଣର ମାଓ ହିଂସା, ଯବାନ ସହିଦ୍

ମାଲାକାନଗିରି (କେନ୍ୟୁଜ୍) : ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନର ଚତୁର୍ଥ ଦିନରେ ବଡଧରଣର ମାଓ ହିଂସା। ମାଲାକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ହିଂସାକାଣ୍ଡ। କ୍ୟାମ୍ପ ନିକଟରେ ମାଓବାଦୀ ଲଗାଇଥିବା ପ୍ରେସର ମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ୍ ହୋଇଛନ୍ତି। ସହିଦ୍ ଯବାନ ଜଣକ ଉଜଚୠ ୧୯୫ ବାଟାଲିୟାନର। ବଦଳିଠାରୁ ସାତଧାର ମାଲବାହୀ କ୍ୟାମ୍ପକୁ ଅପରେସନ୍ ସାରି ଫେରୁଥିବାବେଳେ ଏହି ଲାଲତାଣ୍ଡବ ଘଟାଇଛନ୍ତି ମାଓବାଦୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.