ମାଓବାଦୀଙ୍କ ଲଙ୍କାକାଣ୍ଡ: ପୋଡିଲେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟ୍ରକ ଓ ମେସିନ

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଥିବା ସୂଚନା ମିଳିଛି ।

ମାଲକାନଗିରି (କେନ୍ୟୁଜ): ମାଓବାଦୀଙ୍କ ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସିମାନ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡାରେ ମାଓ ତାଣ୍ଡବ । ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଗୋଟିଏ ଟ୍ରକ ଏବଂ ପୋକ୍ଲିନ ମେସିନକୁ ଜାଳିଦେଲେ ମାଓବାଦୀ । ଜିରୋଣ୍ଡୁଲ ନିକଟରେ ଶତାଧିକ ସଶସ୍ତ୍ର ମାଓବାଦୀ ଆସି ଜଳାପୋଡ଼ା କରିଥିଲେ । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଥିବା ସୂଚନା ମିଳିଛି । ଆଜିର ଦିନକୁ ସାମ୍ରାଜ୍ୟ ବାଦ ବିରୋଧ ଦିବସ ରୁପେ ପାଳନ କରୁଛନ୍ତି ମାଓବାଦୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.