ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ଜଣଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ, ଘଟଣାସ୍ଥଳରେ ଛାଡିଲେ ହାତଲେଖା ପୋଷ୍ଟର

ବାଲିଗୁଡା : ପୁଣି ଲାଲ ତାଣ୍ଡବ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା । ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ବେଲଘର ଥାନା ଗୋଛାଗୁଡା ଗାଁର ହତ୍ୟାକାଣ୍ଡ ଘଟିଛି ।

ମୃତକ ହେଲେ ଭଣ୍ଡାରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭାବନୀ ଶଙ୍କର ପାତ୍ର ଓ ଗୋଚ୍ଛାଗୁଡ଼ା ଗାଁର ହେମନ୍ତ ପାତ୍ରଙ୍କୁ ନିର୍ମମ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ । ମାଓବାଦୀମାନେ ଘଟଣାସ୍ଥଳରେ ହାତଲେଖା ପୋଷ୍ଟର ଛାଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.