ବରଗଡ଼ ଜିଲ୍ଲାରେ ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ଵାନ୍‌

ବରଗଡ଼(କେନ୍ୟୁଜ୍) : ବରଗଡ଼ ଜିଲ୍ଲାରେ ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ଵାନ୍‌। ବିବିଏମ୍‌ ଡିଭିଜନାଲ୍‌ କମିଟି ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଆସନ୍ତା ୧୮ ତାରିଖରେ ବରଗଡ଼, ବଲାଙ୍ଗିର ଓ ମହାସମୁନ୍ଦ ଜିଲ୍ଲାରେ ଭୋଟ ବର୍ଜନ କରିବା ସହ ସ୍କୁଲ, କଲେଜ ଓ ଯାନବାହାନ ଚଳାଚଳ ବନ୍ଦ କରିବା ପାଇଁ ଆହ୍ଵାନ୍‌ ଦିଆଯାଇଛି। ଘଟଣା ପରେ ପୋଲିସ ପୋଷ୍ଟର ଓ ବ୍ୟାନର ଜବତ କରିବା ସହ କମ୍ବିଂକୁ ଜୋରଦାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.