ନିର୍ବାଚନ ପୂର୍ବରୁ ଲାଲ ବାହିନୀଙ୍କ ଲଙ୍କାକାଣ୍ଡ, ୪ ଟ୍ରକରେ ଲଗାଇଦେଲେ ନିଆଁ 

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଛୋଟେଡଙ୍ଗର ନିକଟରେ ଥିବା ମାଇନ୍ସରେ ନିୟୋଜିତ ୪ ଟି ଟ୍ରକ ଜାଳିଦେଲେ ମାଓବାଦୀ ।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଛୋଟେଡଙ୍ଗର ନିକଟରେ ଥିବା ମାଇନ୍ସରେ ନିୟୋଜିତ ୪ ଟି ଟ୍ରକ ଜାଳିଦେଲେ ମାଓବାଦୀ । ନିର୍ବାଚନକୁ ନେଇ ଏବେ ମାଓବାଦୀଙ୍କ ହିଂସାକାଣ୍ଡ ଦେଖାଯାଇଛି । ନିଜର ସ୍ଥିତି ଜାହିର କରିବାକୁ ମାଓବାଦୀଙ୍କ ଏଭଳି ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.