ପୁଣି ମାତିଲେ ମାଓବାଦୀ, ଜାଳିଦେଲେ ୧୪ଟି ଗାଡ଼ି

ମାଓବାଦୀଙ୍କ ଲଙ୍କାକାଣ୍ଡ । ୧୪ଟି ଗାଡ଼ି ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ଭାଁସି ନିକଟରେ ରେଲୱେ ଲାଇନ୍ ଦୋହରକରଣ ପାଇଁ ନିୟୋଜିତ ଥିବା ଗାଡ଼ିକୁ ଜାଳି ଦେଇଛନ୍ତି ।

ମାଲକାନଗିରି (କେନ୍ୟୁଜ): ମାଓବାଦୀଙ୍କ ଲଙ୍କାକାଣ୍ଡ । ୧୪ଟି ଗାଡ଼ି ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ଭାଁସି ନିକଟରେ ରେଲୱେ ଲାଇନ୍ ଦୋହରକରଣ ପାଇଁ ନିୟୋଜିତ ଥିବା ଗାଡ଼ିକୁ ଜାଳି ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସର୍ଚ୍ଚ ଅପରେସନ ଜୋରଦାର କରିଛି । ଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ASP ଆର କେ ବର୍ମନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.