ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ, ଆସନ୍ତା ବର୍ଷ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ

କଟକ: ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। ୨୦୨୦ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତାରିଖ ଘୋଷଣା ହୋଇଛି।

ଜାଣନ୍ତୁ କେଉଁ ଦିନ ରହିଛି କି ପରୀକ୍ଷା:

-ଫେବ୍ରୁଆରୀ ୧୯ ମାତୃଭାଷା

-ଫେବ୍ରୁଆରୀ ୨୨ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ

-ଫେବ୍ରୁଆରୀ ୨୪ରେ ତୃତୀୟ ଭାଷା ହିନ୍ଦି ଓ ସଂସ୍କୃତ

-ଫେବ୍ରୁଆରୀ ୨୬ରେ ଗଣିତ

-ଫେବ୍ରୁଆରୀ ୨୮ରେ ସାଧାରଣ ବିଜ୍ଞାନ

-ମାର୍ଚ୍ଚ ୧ ତାରିଖରେ ପ୍ରାକ୍ଟିକାଲ୍‌ ପରୀକ୍ଷା

-ମାର୍ଚ୍ଚ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.