Browsing Tag

Odisha Matric Exam

ଆଜି ସରିଲା ହାଇସ୍କୁଲ୍ ପରୀକ୍ଷା, ୨୦ କିମ୍ବା ୨୧ରୁ ଆରମ୍ଭ ହେବ ମୂଲ୍ଯାୟନ

କଟକ(କେନ୍ୟୁଜ) : ସରିଲା ହାଇସ୍କୁଲ୍ ପରୀକ୍ଷା । ଚଳିତ ବର୍ଷ ୫ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ପାଇଁ ନାଁ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୨୮ ହଜାର ୪୨୦ ପିଲା ପରୀକ୍ଷା ଦେଇଥିଲେ । ପରୀକ୍ଷା ସରିବା ପରେ ବେଶ ଖୁସି ଅଛନ୍ତି ପିଲା । ଦୀର୍ଘ…

ରାଜ୍ୟ ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ଘୋଷଣା: ଏପ୍ରିଲ୍ ୨୯ରୁ ମେ ୬ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): ଏପ୍ରିଲ୍‌ ଶେଷ ସପ୍ତାହରେ ମାଟ୍ରିକ୍‌ ପରୀକ୍ଷା । ମାଟ୍ରିକ୍‌ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା । ଏପ୍ରିଲ୍ ୨୯ରୁ ମେ ୬ ଯାଏ ହେବ ମାଟ୍ରିକ୍‌ ପରୀକ୍ଷା। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଛି । ସମ୍ମେଟିଭ୍‌ ଆସେସ୍‌ମେଣ୍ଟ ପରୀକ୍ଷା-୨ କରାଯିବ ।…

ମାଟ୍ରିକ ପରୀକ୍ଷାର ପ୍ରାକ୍ଟିସ ଟେଷ୍ଟ: ଆଜି ରହିଛି ପ୍ରଥମ ଭାଷା ଓ ଦ୍ୱିତୀୟ ଭାଷାର ପ୍ରାକ୍ଟିସ୍‌

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର ପ୍ରାକ୍ଟିସ ଟେଷ୍ଟ । ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷାର ପ୍ରାକ୍ଟିସ ଟେଷ୍ଟ କରାଯାଉଛି । ଆଜି ରହିଛି ପ୍ରଥମ ଭାଷା ଓ ଦ୍ୱିତୀୟ ଭାଷାର ପ୍ରାକ୍ଟିସ୍‌ । www.bseodisha.nic.in ୱେବସାଇଟରେ ପ୍ରାକ୍ଟିସ ଟେଷ୍ଟ ଉପଲବ୍ଧ ହେଉଛି । ଆଜି, ଆସନ୍ତା ୨୭ ଓ ୨୮…

ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ ଖାତାଦେଖା ବନ୍ଦ

ଭୁବନେଶ୍ବର : ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ମାଟ୍ରିକ ଖାତା ଦେଖା ବନ୍ଦ ରହିଛି । ତେବେ  ସଟ୍‌ଡାଉନ୍‌ ବେଳେ ଜୁନ୍‌ ମାସର ସବୁ ଶନିବାର ରବିବାର ଦୁଇ ଦିନ ଧରି ଖାତାଦେଖା ବନ୍ଦ ରହିବା ନେଇ ସୂଚନା ମିଳିଛି । ଏହି ଦୁଇ ଦିନ ପରେ ସୋମବାରରୁ ପୁଣି ମୂଲ୍ୟାୟନ ଆରମ୍ଭ ହେବ । ସଟଡାଉନ ସମୟରେ…

ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା, ଆଜିଠୁ ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ…

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ। ଆଜିଠୁ ନବମ ଓ ଦଶମ ଶ୍ରେଣୀର ବହି ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ ପଠାଯିବା ଆରମ୍ଭ ହୋଇଛି। ଲକ୍‌ ଡାଉନ ଉଠିବା ପରେ ପରେ ବହି ବିକ୍ରି ଆରମ୍ଭ ହେବ। କଟକ,…

କାଲିଠୁ ଆରମ୍ଭ ମାଟ୍ରିକ୍‌ ପରୀକ୍ଷା, ଏଯାଏ କେନ୍ଦ୍ରାପଡ଼ା ଧୂମାତ ନୋଡ଼ାଲ ବିଦ୍ୟାପୀଠର ଛାତ୍ର ମଣ୍ଟୁ ମଲ୍ଲିକଙ୍କୁ ମିଳି…

କେନ୍ଦ୍ରାପଡ଼ା : ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ବ୍ୟତିକ୍ରମ । କାଲିଠୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏବେ ବି ପିଲାଙ୍କୁ ଆଡମିଟ୍‌ କାର୍ଡ ମିଳିପାରି ନାହିଁ । କେନ୍ଦ୍ରାପଡ଼ା ଧୂମାତ ନୋଡ଼ାଲ ବିଦ୍ୟାପୀଠର ଛାତ୍ର ମଣ୍ଟୁ ମଲ୍ଲିକଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଡ୍‌ମିଟ୍‌…

ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ, ଆସନ୍ତା ବର୍ଷ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ

କଟକ: ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। ୨୦୨୦ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତାରିଖ ଘୋଷଣା ହୋଇଛି। ଜାଣନ୍ତୁ କେଉଁ ଦିନ ରହିଛି କି ପରୀକ୍ଷା: -ଫେବ୍ରୁଆରୀ ୧୯…

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା , ୨ ହଜାର ୮୩୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୬ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନ ଓଡିଆ ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟା ୩୦ ଯାଏ ଚାଲିବ । ତେବେ ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ । ଚଳିତବର୍ଷ ରାଜ୍ୟରେ ୨ ହଜାର ୮୩୦ଟି ପରୀକ୍ଷା…